Divya Diganta is a green initiative dedicated to promoting environmental awareness, medicinal plant knowledge, and sustainable living through exhibitions, plantation drives, and educational outreach across Odisha.

Latest News

  • info@divyadiganta.in
  • PLOT NO-1963, AT KALARAHANGA, KHORDA 751024

Medicinal Plants Exhibition His Excellency Governor Of Odisha Mr. Ganeshi Lal and Hon'ble MLA, Ekamra Sj. Babu Singh and other Dignitaries Annual Function 2025 & inauguration of Website Smt. Sulochana Das, Mayor of BMC Medicinal Plant Exhibition Inauguration of Booklet
rajo-2025

ରଜ ମହୋତ୍ସବ ୨୦୨୫

ପ୍ରତିଯୋଗୀମାନେ ନିଜର ସଂପୂର୍ଣ୍ଣ ନାମ ......... , ଠିକଣା........... , ହ୍ୱାଟସଆପ

Read More ➞
medical-plant-capital-high-school

Medicinal Plant Garden at Capital High School

A Medicinal Plant Garden has been established at Capital

Read More ➞
ramadevi-university-plantation

Plantation drive at Ramadevi University

A plantation drive was undertaken at Ramadevi University as

Read More ➞
about-dibyadiganta
contact

Ready to help +91 780 938 6616

Icon
ପ୍ରଥମତଃ, ଏହାର ଲକ୍ଷ ଲକ୍ଷ୍ୟ ପରିବେଶ ସୁରକ୍ଷା ତଥା ସବୁଜ ବଳୟ ସୃଷ୍ଟିର ଧାରାକୁ ଆଗେଇନେବା

“ଦିବ୍ୟଦିଗନ୍ତ” ଏକ ସାମାଜିକ ଅନୁଷ୍ଠାନ, ଯାହା ଲୋକମାନଙ୍କର, ଲୋକମାନଙ୍କ ପାଇଁ ଓ ଲୋକଙ୍କ ଦ୍ବାରା ପରିସ୍ଫୁଟିତ ଦିବ୍ୟଦିଗନ୍ତ ଏକ ପଞ୍ଜିକୃତ ସାମାଜିକ ଅନୁଷ୍ଠାନ ।

ଏହାର ଲକ୍ଷ ପାଇଁ ଔଷଧୀୟ ବୃକ୍ଷଲତାର ରୋପଣ ତଥା ବିଲୁପ୍ତ ପ୍ରାୟ ଗଛଲତାର ପୁନଃଜାଗରଣ ଉପରେ ପ୍ରମ୍ଭର ପ୍ରସାର ସହ ଦିବାରାତ୍ର ଅମ୍ଳଜାନ ପ୍ରଦାନ କରୁଥିବା ବୃକ୍ଷ ଯଥା ଅଶ୍ୱଥ, ଲିମ୍ବ, ବଉଳ ଆଦି ଚାରାର ବହୁଳ ରୋପଣ ଉପରେ ଗୁରୁତ୍ବାରୋପ ।

ନିଃଶୁଳ୍କ ମର୍ମଚିକିତ୍ସା (ଆକ୍ୟୁପ୍ରେସର), ପ୍ରାକୃତିକ ଚିକିତ୍ସା, ଯୋଗାଭ୍ୟାସ,

ଦାତବ୍ୟ ହୋମିଓପାଥିକ୍ ଚିକିତ୍ସା ଶିବିର ଆୟୋଜନ ମାଧ୍ୟମରେ ସେବା ଯୋଗାଇବା

ଏତଦ୍ ବ୍ୟତୀତ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକମାନଙ୍କର ସୁଖ ଦୁଃଖର ସାଥି ଭାବରେ ଆପାତଃକାଳୀନ ସହାୟତା ମଧ୍ୟ ଯୋଗାଇଥାଏ ।

“ଆସନ୍ତୁ ! ମିଳିମିଶି ଗଛ ଲଗାଇବା, ପରିବେଶକୁ ସୁନ୍ଦର ରଖିବା ସହିତ ନିଜେ ସୁସ୍ଥ ରହିବା”

ଏତଦ୍ ସହିତ ସ୍ବାସ୍ଥ୍ୟସେବା ପ୍ରଦାନ ସହ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା ସୃଷ୍ଟି କରିବା ।

“ଆସନ୍ତୁ ! ମିଳିମିଶି ଗଛ ଲଗାଇବା, ପରିବେଶକୁ ସୁନ୍ଦର ରଖିବା ସହିତ ନିଜେ ସୁସ୍ଥ ରହିବା”

Discover More
Icon
Recently Closed Projects

Explore Our Cases

Icon
Company Testimonials

What They’re Saying

AboutImage
Icon
ଦିବ୍ୟଦିଗନ୍ତ

Divya Diganta

Divya Diganta is a green initiative dedicated to promoting environmental awareness, medicinal plant knowledge, and sustainable living through exhibitions, plantation drives, and educational outreach across Odisha.

ଦିବ୍ୟଦିଗନ୍ତ ହେଉଛି ପରିବେଶ ସଚେତନତା, ଔଷଧିୟ ଉଦ୍ଭିଦ ଜ୍ଞାନ ଓ ସସ୍ତା ଜୀବନଶୈଳୀକୁ ବଢ଼ାଇବା ପାଇଁ ଏକ ସବୁଜ ପଦକ୍ଷେପ, ଯାହା ଓଡ଼ିଶାରେ ପ୍ରଦର୍ଶନୀ, ଉଦ୍ଭିଦ ରୋପଣ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରେ।

800

Project Completed

400

Expert Consultant

600

Business Strategies

2000

Happy Members
Icon
From the Blog Post

News & Articles